Meaning : ବିଲର ଯେତିକି ଭାଗ ଗୋଟିଏ ଚକ୍କରରେ ହଳ ହୋଇଥାଏ
Example :
କୃଷକ ଛାଡ଼ିଛାଡ଼ି ଏକ ଘେରା ମଞ୍ଜି ବୁଣୁଥିଲା
Translation in other languages :
Meaning : ଦଉଡ଼ି ଆଦିରେ ପଡ଼ୁଥିବା ମୋଡ଼ା
Example :
ଯେଉଁ ଦଉଡ଼ିରେ ଯେତେ ଘେରା ପଡ଼େ ତାହା ସେତେ ଟାଣ ହୁଏ
Synonyms : ମୋଡ଼ା
Translation in other languages :
A tortuous and twisted shape or position.
They built a tree house in the tortuosities of its boughs.