Meaning : ଘୂରିବାର ପ୍ରକ୍ରିୟା
Example :
ପୃଥିବୀର ଘୂର୍ଣ୍ଣନ ଯୋଗୁଁ ଦିନରାତି ହୁଏ
Synonyms : ଆବର୍ତ୍ତନ
Translation in other languages :
The act of rotating as if on an axis.
The rotation of the dancer kept time with the music.Meaning : ଗୋଲାକାରରେ ଘୂରିବା ବା ଚକ୍ରରେ ଘୂରିବା ବା ଘୂରାଇବା ପ୍ରକ୍ରିୟା,ଅବସ୍ଥା ବା ଭାବ
Example :
ବଲର ଆବର୍ତ୍ତନ ବହୁତ ତୀବ୍ର
Synonyms : ଆବର୍ତ୍ତନ
Translation in other languages :