Meaning : ବିଶେଷକରି ମାଂସ ନିମନ୍ତେ ପାଳନ କରାଯାଉଥିବା ଏକ ଗୃହପାଳିତ ପଶୁ
Example :
ସେ ବଜାରରୁ ଘୁଷୁରୀ ମାଂସ କିଣିଲା ଆଜିକାଲି ଘୁଷୁରୀ ପାଳନକୁ ଏକ ବ୍ୟବସାୟ ବୋଲି ଗଣାଯାଉଛି
Synonyms : ଶୂକର
Translation in other languages :
एक पालतू पशु जो विशेषकर मांस के लिए पाला जाता है।
उसने बाजार से सूअर का मांस खरीदा।