Meaning : ନଦୀ ପାର ହେଉଥିବା ଲୋକଙ୍କ ଠାରୁ ଘାଟରେ ନିଆ ଯାଉଥିବା କର
Example :
ଘାଟମହାସୁଲ ଦେଲାପରେ ଆମେ ନୌକା ଉପରେ ବସିଲୁ
Synonyms : ଘାଟମହାସୁଲ
Translation in other languages :
Charge against a citizen's person or property or activity for the support of government.
revenue enhancement, tax, taxation