Meaning : ଜଳାଇବାପାଇଁ ଏକାଠି କରାଯାଇଥିବା ଘଷି ଗଦା
Example :
ଶୀଲା ଘଷିଗଦାକୁ ଜଳାଉଛି
Translation in other languages :
Meaning : ଯେଉଁ ସ୍ଥାନରେ ଘଷି ଗଦା ହୋଇଥାଏ
Example :
ରାମୁ ଲିଟ୍ଟୀ ରୁଟି ତିଆରି କରିବାପାଇଁ ଘଷିଗଦାରୁ ଘଷି ଆଣିବାପାଇଁ ଯାଇଛି
Translation in other languages :
वह स्थान जहाँ उपले जमा किए जाते हैं।
रामू लिट्टी बनने के लिए गोइँठौरा से गोहरा लाने गया है।Meaning : ପରା ହୋଇଥିବା ଘଷିର ଗଦା
Example :
କୃଷକ ଘଷିଗଦାରୁ ଘଷି କାଢ଼ୁଛି
Translation in other languages :
Meaning : ନିଆଁ ଲଗାଇବାପାଇଁ ଥିବା ଘଷିର ଗଦା
Example :
ଚାହୁଁଚାହୁଁ ଘଷିଗଦା ଜଳି ପାଉଁଶ ହୋଇଗଲା
Translation in other languages :