Subscribe
URL of the page has been copied to clipboard.
Meaning : କୌଣସି ବସ୍ତୁର ଏକ ପାର୍ଶ୍ୱ ବା ଅଂଶସହିତ ଅନ୍ୟ ଏକ ବସ୍ତୁର କୌଣସି ପାର୍ଶ୍ୱ ଘଷି ହେବାର ପ୍ରକ୍ରିୟା
Example : ଗଛଗୁଡ଼ିକ ମଧ୍ୟରେ ଘର୍ଷଣ ହେଲେ ଜଙ୍ଗଲରେ ନିଆଁ ଲାଗିଯାଏ
Synonyms : ରଗଡ଼, ସଂଘର୍ଷଣ
Translation in other languages :हिन्दी English
किसी वस्तु के एक पार्श्व या अंग से दूसरी वस्तु के किसी पार्श्व या अंग के रगड़ खाने की क्रिया।
Effort expended in moving one object over another with pressure.
Meaning : ମନ୍ଥିବାର କ୍ରିୟା
Example : ଦହି ମନ୍ଥିଲେ ଲହୁଣି ମିଳେ
Synonyms : ମନ୍ଥନ
Translation in other languages :हिन्दी
मथने की क्रिया।
Meaning : ରଗଡିବା ବା ଘଷିବା କ୍ରିୟା
Example : ଊଷା ପାତ୍ରଟିକୁ ଘର୍ଷଣ କରି ଖାଦ୍ୟର ପୋଡି ଯାଇଥିବା ଆଂଶକୁ ବାହାର କରିବାକୁ ଚେଷ୍ଟା କରୁଛି
Synonyms : ଅବଘର୍ଷଣ, ଘଷାମଜା, ରଗଡିବା
रगड़ने या घिसने की क्रिया।
The act of rubbing or wiping.
Install App