Meaning : ଘରର ମାଲିକ
Example :
ପରିବାରର ଦାୟୀତ୍ୱ ଗୃହପତିଙ୍କ ଉପରେ ଥାଏ ସେ ହିଁ ଜଣେ କୁଶଳ ଗୃହପତି ଯେ ଘରର ସଦସ୍ୟମାନଙ୍କ ମଧ୍ୟରେ ତାଳମେଳ ରଖନ୍ତି
Synonyms : ଗୃହକର୍ତ୍ତା, ଗୃହପତି, ଗୃହସ୍ୱାମୀ, ଘରବାଲା, ଘରମାଲିକ, ପରିବାରମୁଖ୍ୟ
Translation in other languages :