Meaning : ଘର, ଦୋକାନ, ବଜାର, ଜଙ୍ଗଲ ଆଦିରେ ଲାଗିଯାଉଥିବା ଏହି ନିଆଁ ଯାହାଦ୍ୱାରା ସମ୍ପତ୍ତି ଧ୍ୱଂସ ହୋଇଯାଏ
Example :
ଗାଁଗହଳରେ ଖରାଦିନେ ଅଗ୍ନିକାଣ୍ଡ ଘଟଣା ଅତ୍ୟଧିକ ହୋଇଥାଏ
Synonyms : ଅଗ୍ନିକାଣ୍ଡ
Translation in other languages :
Malicious burning to destroy property.
The British term for arson is fire-raising.