Meaning : କୌଣସି ସଂଖ୍ୟାର ତୃତୀୟଘାତ
Example :
ପାଞ୍ଚ ଘନରୁ ଦୁଇ ଘନ କମାଇଦିଅ
Synonyms : କ୍ୟୂବ୍
Translation in other languages :
Meaning : ତାଳ ଦେବାକୁ ଗୋଟିଏ ବାଜା
Example :
ଜଗନ୍ନାଥ ଘନ ବଜାଉଛି
Translation in other languages :
Any of various devices or contrivances that can be used to produce musical tones or sounds.
instrument, musical instrumentMeaning : କୌଣସି ଅଙ୍କକୁ ସେହି ଅଙ୍କରେ ଦୁଇଥର ଗୁଣନ କଲେ ମିଳୁଥିବା ଗୁଣନଫଳ
Example :
ଦୁଇର ଘନ ଆଠ ହୁଏ
Translation in other languages :
Meaning : ଲମ୍ବା,ଚଉଡା ତଥା ଉଚ୍ଚାରେ ସମାନଥିବା ଏପରି ଆକୃତି ବିଶିଷ୍ଟ ଗୋଟିଏ ବସ୍ତୁ
Example :
ଘନର ଛଅ ବର୍ଗାକାର ସମାନ ହୋଇଥାଏ
Translation in other languages :