Meaning : ହିଡ଼ିମ୍ବୀ ରାକ୍ଷସ ଗର୍ଭରୁ ଜାତ ଭୀମଙ୍କ ପୁତ୍ର
Example :
ଘଟୋତ୍କଚକୁ କର୍ଣ୍ଣ ମାରିଥିଲେ
Meaning : ହିଡ଼ିମ୍ବା ରାକ୍ଷସୀଠାରୁ ଜାତ ଭୀନସେନଙ୍କ ପୁଅ
Example :
ମହାଭାରତ ଯୁଦ୍ଧରେ କର୍ଣ୍ଣ ଘଟୋତ୍କଚଙ୍କୁ ପରାସ୍ତ କଲେ
Translation in other languages :
An imaginary being of myth or fable.
mythical being