Meaning : ଯାହା କୌଣସି ସ୍ଥାନରେ କୌଣସି ସମୟରେ ଘଟେ
Example :
ଆଜିର ଆଶ୍ଚର୍ଯ୍ୟଜନକ ଘଟଣାରେ ସମସ୍ତେ ଚକିତ ହୋଇଗଲେ
Translation in other languages :
A single distinct event.
incidentMeaning : ଏଭଳି କଥା ଯାହା କିଛି ବିଶେଷ ଅବସ୍ଥାରେ ଘଟିଛି
Example :
ମୁଁ ନିଜର ପିଲାବେଳ ଘଟଣାକୁ କେବେ ଭୁଲି ପାରିବି ନାହିଁ
Translation in other languages :