Meaning : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
Example :
ସେ ମାଟିର ମୂର୍ତ୍ତି ତିଆରି କରୁଛି
Synonyms : ଆକାର ଦେବା, ତିଆରି କରିବା, ନିର୍ମାଣ କରିବା, ବନେଇବା, ରୂପ ପ୍ରଦାନ କରିବା, ସର୍ଜନା କରିବା
Translation in other languages :
Meaning : ଉନ୍ନତି ବା ଅବନତିରେ ସହାୟତା କରିବା
Example :
ଅନୁଶାସନ ଆମକୁ ମହାନ କରେ
Synonyms : କରିବା, ପ୍ରସ୍ତୁତ କରିବା
Translation in other languages :
Meaning : ଅସ୍ତିତ୍ୱକୁ ଆଣିବା
Example :
କୁମ୍ଭାର ମାଠିଆ ଗଢ଼ୁଛି
Synonyms : ତିଆରିକରିବା, ନିର୍ମାଣ କରିବା
Translation in other languages :
अस्तित्व में लाना।
कुम्हार घड़े बनाता है।