Subscribe
URL of the page has been copied to clipboard.
Meaning : ପାଣି ରଖିବା ନିମନ୍ତେ ଏକ ପ୍ରକାର ଥଣ୍ଟଥିବା ପାତ୍ର
Example : ଗଡ଼ୁରେ ପାଣି ଭର୍ତ୍ତିକରି ରଖି ଦିଅ
Translation in other languages :हिन्दी
जल रखने का एक प्रकार का टोंटीदार बरतन।
Meaning : ପାଣି ରଖିବାର ଧାତୁର ଏକ ଗୋଲ ବାସନ
Example : ଜେଜେ ତମ୍ବା ଗଡ଼ୁରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଉଛନ୍ତି
Translation in other languages :हिन्दी English
पानी रखने का धातु का एक गोल बरतन।
A globular water bottle used in Asia.
Meaning : ଏକ ପ୍ରକାର ନଳୀ ଲାଗିଥିବା ଢାଳ
Example : ଧାତୁ ବା ମାଟିରେ ଗଡ଼ୁ ତିଆରି ହୁଏ
एक प्रकार का टोंटीदार लोटा।
Meaning : ଯେଉଁ ଢାଳରୁ ପାଣି ଅଜାଡିବାପାଇଁ ବତକର ବେକଭଳି ଏକ ନଳୀ ଲାଗିଥାଏ
Example : ମୌଲବୀ ସାହାବ ଗଡ଼ୁଢାଳରୁ ପାଣି ପିଉଛନ୍ତି
Synonyms : ଗଡ଼ୁଢାଳ
एक प्रकार का लोटा जिसमें पानी गिराने के लिए बतख के गले के समान एक नली लगी रहती है।
Install App