Meaning : ଧୀରେଧୀରେ ଚାଲିବା
Example :
ଷ୍ଟେସନ ପାଖେଇ ଆସିବାରୁ ରେଳଗାଡ଼ି ଧିମେଇଲା
Synonyms : ଧିମେଇଧିମେଇ ଚାଲିବା, ଧିମେଇବା
Translation in other languages :
Meaning : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା
Example :
କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
Synonyms : ଶୋଇବା
Translation in other languages :