Subscribe
URL of the page has been copied to clipboard.
Meaning : ଯେଉଁ ସ୍ଥାନରୁ ଗଡ଼ ବା ନଗର ଆଦିର ରକ୍ଷା କରାଯାଏ
Example : ସୈନ୍ୟଦଳ ଗଡ଼ଖାଇରେ ଜମା ହୋଇଛନ୍ତି
Translation in other languages :हिन्दी English
वह स्थान जहाँ से गढ़ या नगर आदि की रक्षा की जाती है।
A defensive post at the end of a bridge nearest to the enemy.
Meaning : ଯେଉଁ ଦୁର୍ଗର ଚାରିପଟେ ଖାଇ ଥାଏ
Example : ଗଡ଼ଖାଇର ନିର୍ମାଣ ଶତ୍ରୁମାନଙ୍କ ଆକ୍ରମଣରୁ ରକ୍ଷାପାଇବାପାଇଁ କରାଯାଇଥିଲା
Synonyms : ଜଳଦୁର୍ଗ
Translation in other languages :हिन्दी
वह किला जिसके चारो ओर खाई हो।
Install App