Meaning : ହାଇଡ଼୍ରୋକାର୍ବନର ଏକ ମିଶ୍ରଣ ଯାହା ବାଷ୍ପଶୀଳ ଓ ଜ୍ୱଳନଶୀଳ
Example :
ଗ୍ୟାସ୍କୁ ପରିଷ୍କୃତ କରି ପେଟ୍ରୋଲ, ଡିଜେଲଆଦି ତିଆରି କରାଯାଏ
Synonyms : ଗ୍ୟାସୋଲିନ
Translation in other languages :
Meaning : ରୋଷେଇ କରିବା କାମରେ ଆସୁଥିବା ଗ୍ୟାସ୍
Example :
ସହରରେ ରୋଷେଇ ଗ୍ୟାସ୍ର ଉପଯୋଗ ଅଧିକ ହୋଇଥାଏ
Synonyms : ଇନ୍ଧନ ଗ୍ୟାସ୍, ରୋଷେଇ ଗ୍ୟାସ୍
Translation in other languages :
वह गैस जो रसोई बनाने के काम आती है।
शहरों में गैस का उपयोग अधिक होता है।