Meaning : ଖଣିଜ ତୈଳକୁ ପରିଶୋଧନ କରିବାପରେ ମିଳୁଥିବା ଯେଉଁ ତୈଳକୁ ଗାଡ଼ି ଆଦିରେ ଇନ୍ଧନ ରୂପେ ବ୍ୟବହାର କରାଯାଏ
Example :
ଖଣିଜ ତୈଳକୁ ପରିଶୋଧନ କରିବାପରେ ପ୍ରଥମେ ଡିଜେଲ ଓ ପରେ ପେଟ୍ରୋଲ ମିଳେ
Synonyms : ପେଟ୍ରୋଲ
Translation in other languages :
Meaning : ହାଇଡ଼୍ରୋକାର୍ବନର ଏକ ମିଶ୍ରଣ ଯାହା ବାଷ୍ପଶୀଳ ଓ ଜ୍ୱଳନଶୀଳ
Example :
ଗ୍ୟାସ୍କୁ ପରିଷ୍କୃତ କରି ପେଟ୍ରୋଲ, ଡିଜେଲଆଦି ତିଆରି କରାଯାଏ
Synonyms : ଗ୍ୟାସ୍
Translation in other languages :