Subscribe
URL of the page has been copied to clipboard.
Meaning : ଜନପଦ ସହିତ ସମ୍ବନ୍ଧିତ
Example : ଏହି ମକଦ୍ଦମା ଗ୍ରାମ୍ୟ ନ୍ୟାୟାଳୟରେ ଦାଏର କରାଯାଇଛି
Synonyms : ଜନପଦୀୟ
Translation in other languages :हिन्दी
जनपद से संबंधित।
Meaning : ଗାଁ କିମ୍ବା ଗ୍ରାମୀଣ କ୍ଷେତ୍ରରେ ରହିବାବ୍ୟକ୍ତି
Example : ଗାଉଁଲି ଲୋକ ସହରୀମାନଙ୍କ ଅପେକ୍ଷା କମ ଶିକ୍ଷିତ ହେଲେବି ଅତ୍ୟନ୍ତ ସ୍ନେହୀ
Synonyms : ଗାଁଉଲି, ଗାଁଉଲିଆ, ଗ୍ରାମବାସୀ, ଗ୍ରାମୀଣ
गाँव या ग्रामीण क्षेत्र में रहनेवाला।
Meaning : ଗାଁର ବା ଗାଁ ସହିତ ସମ୍ବନ୍ଧିତ
Example : ଗାଉଁଲି ଜୀବନ ସରଳତାପୂର୍ଣ୍ଣ
Synonyms : ଗାଁଉଲି, ଗାଁଉଲିଆ, ଗ୍ରାମୀଣ
गाँव का या गाँव से संबंधित।
Install App