Meaning : ଶରୀରରେ ଗଣ୍ଠି ରୂପରେ ଥିବା ଯେଉଁ ଅବୟବ ଶରୀରପାଇଁ ଦରକାରୀ ରସ ଉତ୍ପନ୍ନ କରେ
Example :
ଶରୀରରେ ବହୁ ପ୍ରକାରର ଗ୍ରନ୍ଥି ଅଛି
Synonyms : ଗଣ୍ଠି
Translation in other languages :
Any of various organs that synthesize substances needed by the body and release it through ducts or directly into the bloodstream.
gland, secreter, secretor, secretory organ