Meaning : ଛୋଟ ଗୋଡ଼ି
Example :
ପଥୁରିଆ ରାସ୍ତାରେ ଖାଲି ପାଦରେ ଚାଲିଲେ ଗୋଡ଼ି ପଶିଯାଏ
Synonyms : ଛୋଟ ପଥର ଖଣ୍ଡ, ବଜୁରୀ
Translation in other languages :
Meaning : ପଥର ବା ଅନ୍ୟ କୌଣସି ବସ୍ତୁର ଛୋଟ ଖଣ୍ଡ
Example :
ଆଜିକାଲି ଖାଦ୍ୟଶସ୍ୟ ବେପାରୀମାନେ ଖାଦ୍ୟଶସ୍ୟରେ ଗୋଡ଼ି ମିଶାଇ ବିକ୍ରି କରୁଛନ୍ତି
Translation in other languages :