Meaning : ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ
Example :
ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି
Translation in other languages :
Meaning : ଖୋଲା କଥାବାର୍ତ୍ତା ନିମନ୍ତେ ସାଧାରଣ ସଭା ବା ସମିତି
Example :
ସଂଗୋଷ୍ଠୀ କିଛି ସାଧାରଣ କଥା ଉପରେ ଆଲୋଚନା କରୁଛନ୍ତି
Translation in other languages :
A public meeting or assembly for open discussion.
forumMeaning : ଗତିଶୀଳ ଭିଡ଼ ବା ଚାଲୁଥିବା ଅବସ୍ଥାର ଭିଡ଼ ଯାହା କେଉଁଠାରୁ ଆସୁଥାଏ ବା ଯାଉଥାଏ
Example :
ଲୋକମାନଙ୍କ ଦଳର ଆଗେଆଗେ ଜଣେ ଯୁବକ ଚାଲୁଥିଲା
Translation in other languages :
Meaning : କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର
Example :
ଆପଣ କେଉଁ ଦଳର ?
Translation in other languages :
Meaning : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା
Example :
ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି
Synonyms : ଆଲୋଚନା, ଚର୍ଚ୍ଚା, ପରିଚର୍ଚ୍ଚା, ମିଟିଙ୍ଗ, ସଂଗୋଷ୍ଠୀ
Translation in other languages :
किसी विषय पर की जाने वाली बात-चीत।
वहाँ दहेज प्रथा के ऊपर चर्चा की जा रही है।An exchange of views on some topic.
We had a good discussion.