Meaning : ଖେଳରେ ଗୋଲ ରକ୍ଷା କରୁଥିବା ଖେଳାଳୀ
Example :
ଗୋଲ୍କି ବଲ୍ ଉପରେ ଡେଇଁପଡ଼ିଲା ଓ ତାକୁ ନିଜ କାବୁରେ ରଖିନେଲା
Synonyms : ଗୋଲରକ୍ଷକ, ଗୋଲ୍କିପର
Translation in other languages :
The soccer or hockey player assigned to protect the goal.
goalie, goalkeeper, goaltender, netkeeper, netminder