Subscribe
URL of the page has been copied to clipboard.
Meaning : କାହାରିଠାରୁ କୌଣସି କଥାଆଦି ଗୋପନ ରଖିବା କ୍ରିୟା ବା ଭାବ
Example : ନିଜ ଲୋକଙ୍କ ଠାରେ କିଭଳି ଛଳନା କରାଯିବ?କପଟତା ବିନା ସେ ନିଜ କଥା କହି ବସିଲା
Synonyms : କପଟତା, ଛଳନା, ସଂଗୋପନ
Translation in other languages :हिन्दी English
किसी से कोई बात आदि गुप्त रखने या छिपाने की क्रिया या भाव।
The activity of keeping something secret.
Meaning : କୌଣସି ବସ୍ତୁ,କଥା ଆଦି ଲୁଚାଇବାର କ୍ରିୟା ବା ଭାବ
Example : ନିଜ ଲୋକଙ୍କୁ ଗୋପନତା ଠିକ ନୁହେଁ
Synonyms : ଛୁପାଣ
Install App