Meaning : ଯେଉଁ କାଗଜର ଖେଳଣା ସୂତା ସାହାଯ୍ୟରେ ଆକାଶରେ ଉଡ଼େ
Example :
ପିଲାମାନେ ପଡ଼ିଆରେ ଗୁଡ଼ି ଉଡ଼ାଉଛନ୍ତି
Translation in other languages :
Plaything consisting of a light frame covered with tissue paper. Flown in wind at end of a string.
kiteMeaning : ସେହି ପବିତ୍ର ଗୃହ ଯେଉଁଥିରେ ଦେବ ଦେବୀଆଦିଙ୍କ ମୂର୍ତ୍ତି ସ୍ଥାପିତ କରି ପୂଜା କରାଯାଏ
Example :
ସେ ଦୈନିକ ଗୋଧୋଇସାରି ମନ୍ଦିର ଯାଏ
Synonyms : ଠାକୁରଘର, ଠାକୁରମନ୍ଦିର, ଦେବାଳୟ, ମନ୍ଦିର
Translation in other languages :
Place of worship consisting of an edifice for the worship of a deity.
templeMeaning : ଏକ ପ୍ରକାରର ବଡ଼ ଗୁଡ଼ି
Example :
ଗୁଡ଼ି ମୋଟା ସୂତାରେ ଉଡ଼ାଯାଏ
Translation in other languages :