Meaning : (ବିଛଣା ) ଗୋଟାଇବା
Example :
ସେ ବିଛଣା ଗୁଡ଼ାଉଛି
Synonyms : ଏକାଠି କରିବା, ଭାଙ୍ଗି ରଖିବା
Translation in other languages :
Meaning : ବିସ୍ତାର ହୋଇଥିବା ବସ୍ତୁକୁ ଗୋଲାକାରରେ ଘୁରାଇବା ବା ଗଣ୍ଠିଲି ରୂପରେ କରିବା
Example :
ଗାଲିଚାକୁ ଗୁଡ଼ାନ୍ତୁ
Synonyms : ଗୁଡ଼େଇବା
Translation in other languages :
Meaning : କୌଣସି ବସ୍ତୁ ଉପରେ ଅନ୍ୟ ଏକ ଦ୍ୱିତୀୟ ବସ୍ତୁକୁ ଘୋଡ଼ାଇ ରଖିବା
Example :
ମିଠେଇ ଡବା ଉପରେ କାଗଜ ଗୁଡ଼ାଇଦିଅ
Synonyms : ଚାପିଦେବା
Translation in other languages :