Meaning : ପ୍ରତି ରଙ୍ଗରେ ତାସର ଯେଉଁ ପତା ଗୋଟିଏ ଲେଖାଏଁ ଥାଏ
Example :
ଶେଷରେ ସେ ରଙ୍ଗର ଗୁଲାମ ଖେଳି ଟୀକାକୁ କାଟିଲା
Synonyms : ଗୋଲାମ
Translation in other languages :
Meaning : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
Example :
ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
Translation in other languages :
A person who is owned by someone.
slave