Subscribe
URL of the page has been copied to clipboard.
Meaning : ଛୋଟ ପିଲାଙ୍କ ଲିଙ୍ଗେନ୍ଦ୍ରିୟ
Example : ଶୀଲାର ଛୁଆର ସୁନାରେ ବ୍ରଣ ଉଠିଛି
Synonyms : ଗୁଡ଼, ନୁନୀ, ସୁନା
Translation in other languages :हिन्दी
छोटे बच्चे की लिंगेन्द्रिय।
Meaning : ଚିଲମ ଟାଣିବା ପରେ ତମାଖୁର ଜଳି ଯାଇଥିବା ବଳକା ଅଂଶ
Example : ଚାକର ଚିଲମର ଗୁଲ ଝାଡ଼ି ପୁଣି ସେଥିରେ ତମାଖୁ ଭର୍ତ୍ତିକଲା
तम्बाखू का जला हुआ वह अंश जो चिलम पीने के बाद बच जाता है।
Meaning : ଜଳିକରି ଉପରକୁ ଉଠିଥିବା ଦୀପ ବଳିତାର ଅଂଶ
Example : ରେଶ୍ମା ସଳିତାରୁ ଫୁଲ ଝାଡ଼ି ପୁଣି ଦୀପ ତେଜିଲା
Synonyms : ଫୁଲ
Translation in other languages :हिन्दी English
जलकर उभड़ा हुआ दीपक की बत्ती का अंश।
The charred portion of a candlewick.
Install App