Meaning : ବେଦ ପଢାଉଥିବା ଲୋକ
Example :
ଭୋର ଚାରିଟାରେ ଏବଂ ସଂଧ୍ୟାବେଳେହିଁ ଆମ ଆଚାର୍ଯ୍ୟ ପାଠପଢାନ୍ତି
Synonyms : ଆଚାର୍ଯ୍ୟ, ଗୁରୁ, ଶିକ୍ଷାଗୁରୁ
Translation in other languages :
Meaning : ଉପନୟନ ଅବସରରେ ଗାୟତ୍ରୀ ମନ୍ତ୍ରର ଉପଦେଶ ଦେଉଥିବା ଲୋକ
Example :
ଆଚାର୍ଯ୍ୟ ମହାଶୟ ପିଲାର କାନରେ ଗାୟତ୍ରୀ ମନ୍ତ୍ର କହି ନିଜ ସ୍ଥାନରେ ବସିଲେ
Translation in other languages :