Meaning : ବେଦ ପଢାଉଥିବା ଲୋକ
Example :
ଭୋର ଚାରିଟାରେ ଏବଂ ସଂଧ୍ୟାବେଳେହିଁ ଆମ ଆଚାର୍ଯ୍ୟ ପାଠପଢାନ୍ତି
Synonyms : ଆଚାର୍ଯ୍ୟ, ଗୁରୁଦେବ, ଶିକ୍ଷାଗୁରୁ
Translation in other languages :
Meaning : ବିଦ୍ୟା ବା କଳା ଶିଖାଇବା ବ୍ୟକ୍ତି
Example :
ବିନା ଗୁରୁରେ ଜ୍ଞାନ ପ୍ରାପ୍ତି ଅସମ୍ଭବ
Translation in other languages :
Meaning : ସୌରଜଗତର ପଞ୍ଚମ ଗ୍ରହ ଯିଏ ପୃଥିବୀଠାରୁ ବହୁତ ଦୂରରେ ଅଛନ୍ତି
Example :
ବୃହସ୍ପତି ସବୁ ଗ୍ରହଙ୍କ ମଧ୍ୟରେ ବଡ଼
Translation in other languages :
सौर जगत का पाँचवा ग्रह जो पृथ्वी से बहुत दूर है।
बृहस्पति सब ग्रहों से बड़ा है।The largest planet and the 5th from the sun. Has many satellites and is one of the brightest objects in the night sky.
jupiterMeaning : ଯେ କୌଣସି କଳା,ଗୁଣ ଆଦିରେ ଅନ୍ୟଠାରୁ ଅଧିକ
Example :
କଂପ୍ୟୁଟର ସମ୍ବନ୍ଧୀୟ ତଥ୍ୟ ବିଷୟରେ ଆଶିଷ ତୁମର ଗୁରୁ
Translation in other languages :
वह जो किसी कला,गुण आदि में किसी से बढ़कर हो।
कम्प्यूटर संबंधी जानकारी के मामले में आशीष तुम्हारा बाप है।Meaning : ସବୁ ଦେବତାଙ୍କ ଗୁରୁ ହୋଇଥିବା ଜଣେ ଦେବତା
Example :
ବିପଦ ସମୟରେ ବୃହସ୍ପତି ଦେବତାମାନଙ୍କୁ ସାହାଯ୍ୟ କରିଥାନ୍ତି
Synonyms : ଦେବଗୁରୁ, ଦେବାଚାର୍ଯ୍ୟ, ବୃହସ୍ପତି, ସୁରାଚାର୍ଯ୍ୟ
Translation in other languages :
एक देवता जो सब देवताओं के गुरु हैं।
आपत्तिकाल में बृहस्पति देवताओं की मदद करते हैं।Personification of the power of ritual devotion.
brihaspatiMeaning : ଉପନୟନ ଅବସରରେ ଗାୟତ୍ରୀ ମନ୍ତ୍ରର ଉପଦେଶ ଦେଉଥିବା ଲୋକ
Example :
ଆଚାର୍ଯ୍ୟ ମହାଶୟ ପିଲାର କାନରେ ଗାୟତ୍ରୀ ମନ୍ତ୍ର କହି ନିଜ ସ୍ଥାନରେ ବସିଲେ
Translation in other languages :