Meaning : ଖଜଣା ନଦେବାରୁ ଫସଲ କଟାକୁ ରୋକିବା ପାଇଁ ଜମିଦାରଙ୍କ ତରଫରୁ ଆସିଥିବା ବ୍ୟକ୍ତି
Example :
କୃଷକ ଗୁମାସ୍ତାକୁ ଖୁବ୍ ପିଟିଛି
Translation in other languages :
लगान न देने पर जमींदार की ओर से फसल काटने से रोकने के लिए बैठाया गया व्यक्ति।
किसान ने अहिटा की जमकर पिटाई की।Meaning : ଯେ ଆୟବ୍ୟୟର ହିସାବ ରଖନ୍ତି
Example :
ଲାଲା ଧନପତରାୟଙ୍କ ଗୁମାସ୍ତା ବହୁତ ସଚ୍ଚୋଟ
Synonyms : ଖାତାଦାର, ମୁନସୀ, ମୋହରୀର
Translation in other languages :
Someone who records the transactions of a business.
bookkeeper