Meaning : ଯେଉଁ ଇନ୍ଦ୍ରିୟଦ୍ୱାରା ପ୍ରାଣୀ ସନ୍ତାନ ଉତ୍ପନ୍ନ କରନ୍ତି
Example :
ଏଠାରେ ଜନନେନ୍ଦ୍ରିୟ ସମ୍ବନ୍ଧୀୟ ରୋଗର ଚିକିତ୍ସା କରାଯାଏ
Synonyms : ଜନନଇନ୍ଦ୍ରିୟ, ଜନନେନ୍ଦ୍ରିୟ, ଜନେନ୍ଦ୍ରିୟ
Translation in other languages :
वे जननांग जो बाहर से दिखाई देते हैं।
बहुत लोग जननेंद्रिय संबंधी रोगों का इलाज़ करवाने में हिचकिचाते हैं।Meaning : ପୁରୁଷ ଜନନେନ୍ଦ୍ରିୟ
Example :
ପିଲାଙ୍କ ନଜରରେ ପୁରୁଷ ଓ ନାରୀ ଜନନେନ୍ଦ୍ରିୟ ମଧ୍ୟରେ ତଫାତ ନଥାଏ
Synonyms : ଜନନେନ୍ଦ୍ରିୟ
Translation in other languages :
Meaning : ଜନନ ସମ୍ବନ୍ଧୀୟ ଯେ କୌଣସି ଅଙ୍ଗ
Example :
ଜନନାଙ୍ଗ ଦ୍ୱାରା ଜୀବର ନିର୍ମାଣ ହୋଇଥାଏ
Synonyms : ଜନନାଙ୍ଗ
Translation in other languages :