Meaning : କାହାରିକୁ ଗୁପ୍ତରୂପରେ ରହିବାପାଇଁ ସ୍ଥାନଦେବା
Example :
କେତେକ ଲୋକ ଭୟବଶତଃ ଆତଙ୍କବାଦୀମାନଙ୍କୁ ଗୁପ୍ତରେ ଶରଣ ଦିଅନ୍ତି
Synonyms : ଗୁପ୍ତରେ ଆଶ୍ରୟ ଦେବା, ଗୁପ୍ତରେ ଶରଣ ଦେବା
Translation in other languages :
* किसी को गुप्त रूप से रहने के लिए स्थान देना।
कुछ लोग भयवश आतंकवादियों को गुप्त शरण देते हैं।