Meaning : ଯେ ଲୁଚି ରହିଛି
Example :
ସେ ଏହି ମାମଲା ସମ୍ବନ୍ଧିତ ଏକ ଗୁପ୍ତ କଥା କହିଲେ
Synonyms : ଅଜ୍ଞାତ, ଅପ୍ରକାଶ, ଲୁଚାଛପା
Translation in other languages :
जो छिपा हुआ हो।
उसने इस मामले से संबंधित एक गुप्त बात बताई।Meaning : ଯାହା ଦବେଇ ଦିଆଯାଇଛି
Example :
ଜେଜି ମାଆ ତକିଆ ତଳେ ସଂବୃତ ଧନର ପୋଟଳା ବାହାରକରି ମୋତେ ଦେଇ ଦେଲା
Synonyms : ଦମିତ, ଲୁକ୍କାୟିତ, ସଂବୃତ
Translation in other languages :