Meaning : ଭାଙ୍ଗି ଗୁଣ୍ଡହେବା
Example :
ଢେଲାଟି ହାତକୁ ଆସିବାମାତ୍ରେ ହିଁ ଗୁଣ୍ଡହୋଇଗଲା
Synonyms : ଚୂର୍ଣ୍ଣହେବା, ଟିକିଟିକି ହେବା, ଭଗ୍ନହେବା ଚୂନଚୂନା ହେବା
Translation in other languages :
Meaning : ଅତିଅଳ୍ପ ଆଘାତରେ ଚୂନା ହୋଇଯିବା
Example :
ତଳେ ପଡ଼ିବାମାତ୍ରେ ହିଁ ପାମ୍ପଡ଼ ଚୂନା ହୋଇଗଲା
Synonyms : ଚୂନାହେବା, ଚୂରିହେବା, ଚୂର୍ଣ୍ଣହେବା
Translation in other languages :
Break or fall apart into fragments.
The cookies crumbled.