Meaning : କୌଣସି ବସ୍ତୁର ଏହି ରୂପ ଯାହା ଖୁବ ଯୋରରେ ଦଳିବା ବା ଛେଚିବା ପରେ ପ୍ରାପ୍ତ ହୁଏ
Example :
ପିଲାମାନେ ଶୁଖିଲା ମାଟିକୁ କୁଟି ଚୂନା କରିଦେଲେ
Translation in other languages :
Meaning : ଗୋଟିଏ ରାଗ
Example :
ମଲ୍ଲାର ରାଗର ଗୋଟିଏ ପ୍ରକାରଭେଦ ହେଉଛି ଗୁଣ୍ଡ ରାଗ
Synonyms : ଗୁଣ୍ଡ ରାଗ
Translation in other languages :
Meaning : ଛୋଟଛୋଟ ଖଣ୍ଡ କରିବାର କାର୍ଯ୍ୟ
Example :
ଗହମକୁ ଚୂରିଲେ ଗୁଣ୍ଡ ହୁଏ
Translation in other languages :
Meaning : କୌଣସି ବସ୍ତୁର ଯେଉଁ ସୂକ୍ଷ୍ମ କଣିକା ବିଶେଷଭାବେ କୌଣସି ବସ୍ତୁ ଆଦି ଉପରେ ବସିଯାଏ ଓ ଝାଡ଼ିଲେ ତାହା ଉଡ଼େ
Example :
ଖଳାରେ ଭୂଷି ଗୁଣ୍ଡ ଉଡ଼ୁଛି
Synonyms : ଗୁଂଡ
Translation in other languages :
Fine powdery material such as dry earth or pollen that can be blown about in the air.
The furniture was covered with dust.Meaning : କୌଣସି ପଦାର୍ଥ ଆଦିକୁ ଭାଙ୍ଗି ବା ଖଣ୍ଡଖଣ୍ଡ କରି ତିଆରି ହେଉଥିବା ଛୋଟଛୋଟ ଖଣ୍ଡ
Example :
ଗୋଟିଏ କପରେ ବିସ୍କୁଟ ଚୂର୍ଣ୍ଣ,ଚିନି ଏବଂ ୫୦ଗ୍ରାମ କୋକୋ ପାଉଡର ମିଶାଅଶୁଖିଲା ଘାସ ଗୁଣ୍ଡକୁ ଏକାଠି କର
Synonyms : ଚୂର୍ଣ୍ଣ
Translation in other languages :
किसी पदार्थ आदि का टूट कर या तोड़कर बना हुआ छोटा छोटा टुकड़ा।
एक प्याले में बिस्किट का चूरा,शक्कर और ५० ग्राम कोको पावडर मिलाइए।Small piece of e.g. bread or cake.
crumbMeaning : ଚୂର୍ଣ୍ଣ କରିବାର କାମ
Example :
ଏକ ସ୍ବତନ୍ତ୍ର ପଥରର ଗୁଣ୍ଡରୁ ସିମେଣ୍ଟ ମିଳେ
Synonyms : ଚୂର୍ଣ୍ଣ
Translation in other languages :
Meaning : କୌଣସି ପଦାର୍ଥଆଦିର ଚୂର୍ଣ୍ଣ ବା ଭଙ୍ଗା ଖଣ୍ଡ
Example :
ନିମ୍ବର ପତ୍ରଗୁଡ଼ିକୁ ଶୁଖାଇ ଏବଂ ତାକୁ ଚୂର୍ଣ୍ଣକରି ଘାଆଆଦିରେ ଲଗାଯାଏ
Translation in other languages :
A solid substance in the form of tiny loose particles. A solid that has been pulverized.
powder, pulverisation, pulverization