Subscribe
URL of the page has been copied to clipboard.
Meaning : ଯାହାଙ୍କଠାରେ ସଦ୍ଗୁଣ ଅଛି
Example : ଗୁଣବାନ୍ ବ୍ୟକ୍ତି ପ୍ରଶଂସାର ପାତ୍ର ହୋଇଥାଏ
Synonyms : ଗୁଣବନ୍ତ, ଗୁଣବାନ୍, ଗୁଣଶାଳୀ, ସଦ୍ଗୁଣୀ
Translation in other languages :हिन्दी English
जिसमें सद्गुण हो।
Endowed with talent or talents.
Meaning : ଯେଉଁଥିରେ ବହୁତ ଗୁଣ ଅଛି
Example : ଗୁଣୀ ବ୍ୟକ୍ତି ନିଜଗୁଣ କାରଣରୁ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥାଏ
Synonyms : ଗୁଣଧାରୀ, ଗୁଣନିଧି, ଗୁଣାକର
Translation in other languages :हिन्दी
जिसमें बहुत से गुण हों।
Install App