Subscribe
URL of the page has been copied to clipboard.
Meaning : ଯେଉଁଥିରେ ଗୁଣ ନାହିଁ
Example : ମୋର ଦୃଷ୍ଟିରେ କୌଣସି ବ୍ୟକ୍ତି ବା ପଦାର୍ଥ ମୋଟାମୋଟି ଗୁଣହୀନ ନୁହେଁ
Synonyms : ଗୁଣରହିତ, ଗୁଣହୀନ
Translation in other languages :हिन्दी
जिसमें गुण न हो।
Meaning : ଯେଉଁଥିରେ କିଛି ଭଲ ନାହିଁ
Example : ମୋତେ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣରୂପେ ନିର୍ଗୁଣ ବ୍ୟକ୍ତି ମିଳି ନାହାନ୍ତି
Synonyms : ଅଗୁଣ, ଗୁଣରହିତ, ନିର୍ଗୁଣ
जिसमें कोई अच्छाई न हो।
Install App