Subscribe
URL of the page has been copied to clipboard.
Meaning : ଗୁପ୍ତରେ କୌଣସି ଖବର ସନ୍ଧାନ କରୁଥିବା ବ୍ୟକ୍ତି
Example : ଗୁପ୍ତଚରଙ୍କ ସୂଚନା ଅନୁସାରେ ନକଲି ନୋଟ୍ ଛାପୁଥିବା ଗୋଟିଏ ଦଳକୁ ପୋଲିସ୍ ଧରିଛନ୍ତି
Synonyms : ଗୁପ୍ତଚର, ଗୋଇନ୍ଦା
Translation in other languages :हिन्दी
जासूसी करके या गुप्त रूप से किसी बात का पता लगानेवाला।
Install App