Meaning : ଖାଇବା ପିଇବା ଜିନିଷ ଅଧିକ ମାତ୍ରାରେ ଖାଇବା ଓ ପିଇବା
Example :
ଭାନୁ ଦୋକାନରେ ରସଗୋଲା ଗିଳୁଛି
Synonyms : ଗେଫିବା, ଗ୍ରାସକରିବା
Translation in other languages :
Meaning : କୌଣସି ବସ୍ତୁ ଭୋଜନନଳିଦ୍ୱାରା ଗଳାର ତଳକୁ ଖସିବା
Example :
ସାପ ବେଙ୍ଗକୁ ଗିଳିଦେଲା
Synonyms : ଢୋକିବା
Translation in other languages :