Subscribe
URL of the page has been copied to clipboard.
Meaning : ଗାଢ଼ ହେବାର ଅବସ୍ଥା ବା ଭାବ
Example : ଏହି ଅମ୍ଳର ସାନ୍ଦ୍ରତା ନିର୍ଣ୍ଣୟ କର
Synonyms : ଘନତା, ପ୍ରଗାଢ଼ତା, ସାନ୍ଦ୍ରତା
Translation in other languages :हिन्दी
सांद्र होने की अवस्था या भाव।
Meaning : ଗାଢ଼ା ହେବାର ଅବସ୍ଥା
Example : ପାଣି ମିଶାଇଲେ ଦହିର ବହଳତା କମିଯିବ
Synonyms : ଗାଢ଼ା ଅବସ୍ଥା, ଘନତା, ବହଳତା
गाढ़ा होने की अवस्था या भाव।
Install App