Meaning : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
Example :
ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
Synonyms : କଟୂବାଣୀ, ଧମକ, ଭର୍ତ୍ସନା, ଶୋଧା
Translation in other languages :
A severe scolding.
bawling out, castigation, chewing out, dressing down, earful, going-over, upbraidingMeaning : ଭର୍ତ୍ସନା କରି କହିଥିବା କଥା
Example :
ମାଆଙ୍କର ମଧୁର ଭର୍ତ୍ସନା ସହିତ ମୁଁ ଅଭ୍ୟସ୍ତ ହୋଇଗଲିଣି
Synonyms : ଭର୍ତ୍ସନା
Translation in other languages :
Meaning : ନିନ୍ଦା ବା କଳଙ୍କର କଥା
Example :
ସେ ନିଜକୁ ହିଁ ଗାଳି ଦେଉଛି ଗାଳି ଦୁର୍ବଳ ମାନସିକତାର ପ୍ରତୀକ
Synonyms : ଅପବଚନ
Translation in other languages :
Meaning : ଗାଳିକରିବା କ୍ରିୟା
Example :
ଏତେ ଗାଳି ପରେ ମଧ୍ୟ ରାମ ନିଜ ମନକୁ କରୁଛି
Synonyms : ଧମକ
Translation in other languages :
Meaning : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ
Example :
ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା
Synonyms : କଟୂବାକ୍ୟ, ତିରସ୍କାର, ଭର୍ତ୍ସନା
Translation in other languages :
An act or expression of criticism and censure.
He had to take the rebuke with a smile on his face.