Meaning : ସଫା ଓ ଥଣ୍ଡାରଖିବାପାଇଁ ସାରା ଶରୀରକୁ ଜଳରେ ଧୋଇବା କାର୍ଯ୍ୟ
Example :
ସନ୍ଥମାନେ ସ୍ନାନ କଲାପରେ ପୂଜାପାଠ କରନ୍ତି
Synonyms : ଗାଧୁଆପାଧୁଆ, ସ୍ନାନ
Translation in other languages :
Meaning : ଯେଉଁଥିରେ ସ୍ନାନ କରାଯାଇଛି
Example :
ଗାଧୁଆ ପାଣି ଦୂଷିତ ହେବାର ଆଶଙ୍କା ଅଛି
Translation in other languages :