Meaning : ଚକି ଆଦିରେ ପେଷିବା ସମୟରେ ଖାଦ୍ୟଶସ୍ୟ ଭର୍ତ୍ତି କରିବାପାଇଁ ହୋଇଥିବା ଛିଦ୍ର
Example :
ଏହି ଘୋରଣା ଗାତ ଭାରି ଚଉଡ଼ା
Translation in other languages :
Meaning : କୌଣସି ଭବନର ମହଲା ମଧ୍ୟ ଦେଇ ରହିଥିବା ଖାଲିସ୍ଥାନ
Example :
ଶିଡ଼ି ତିଆରି କରିବାପାଇଁ ନୂଆ ଭବନରେ ଗାତ ଛଡ଼ାଯାଇଛି
Translation in other languages :
An open shaft through the floors of a building (as for a stairway).
wellMeaning : ଗଭୀର ତଳ ବା ସ୍ଥାନ
Example :
ଜଣେ ଅନ୍ଧ ବ୍ୟକ୍ତି ଗାତରେ ପଡ଼ିଗଲା
Translation in other languages :