Meaning : ଗମ୍ଭୀର ହେବାର ଗୁଣ କିମ୍ବା ଭାବ
Example :
ସେ ସେହି ଘଟଣାର ଗଭୀରକୁ ଗଲା ସେ ଏହି କଥାର ଗଭୀରତା ବୁଝିପାରୁ ନାହିଁ ସେ ରାତିର ଗହନତାରେ ବୁଲୁଥିଲା
Translation in other languages :
Meaning : ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି
Example :
ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା
Translation in other languages :