Meaning : ଶରୀରର ଥୋମଣିର ତଳ ଏବଂ କାନ୍ଧ ଉପରର ଅଗ୍ର ଭାଗ
Example :
ପୁରୁଷମାନଙ୍କ ଗଳାରେ ଘଣ୍ଟି ଦେଖାଯାଏ
Synonyms : କଣ୍ଠ
Translation in other languages :
Meaning : ଗଳାରେ ଥିବା ନଳି ଯାହାଦ୍ୱାରା ଭୋଜନ ପେଟକୁ ଯାଏ ଏବଂ ଯେଉଁଥିରୁ ସ୍ୱର ବାହାରେ
Example :
ସମୁଦ୍ର ମନ୍ଥନରୁ ବାହାରିଥିବା ବିଷ ପିଇବାରୁ ଭଗବାନ ଶିବଙ୍କ କଣ୍ଠ ନୀଳ ହୋଇଗଲା
Synonyms : କଣ୍ଠ
Translation in other languages :
Meaning : ଦେହର ଯେଉଁ ଅଂଶ ମୁଣ୍ଡକୁ ଦେହ ସହିତ ଯୋଡ଼େ
Example :
ଜିରାଫ୍ର ବେକ ବହୁତ ଲମ୍ବା
Translation in other languages :