Meaning : ଚତୁଷ୍ପଦୀଙ୍କୁ ହେଉଥିବା ଗୋଟିଏ ରୋଗ
Example :
ଏହି ବଳଦକୁ ଗଳଗଣ୍ଡ ହୋଇଛି
Translation in other languages :
Meaning : ଘଣ୍ଟିକା ଫୁଲିବାର ଏକ ରୋଗ
Example :
ଆୟୋଡ଼ିନ ଅଭାବରୁ ଗଳଗଣ୍ଡ ରୋଗ ହୁଏ
Translation in other languages :
Abnormally enlarged thyroid gland. Can result from underproduction or overproduction of hormone or from a deficiency of iodine in the diet.
goiter, goitre, struma, thyromegalyMeaning : ଗଳାରେ ହେଉଥିବା ଏକ ଭୟଙ୍କର ରୋଗ
Example :
ବେଳେବେଳେ ଗଳଗଣ୍ଡରେ ଶ୍ୱାସରୁଦ୍ଧଯୋଗୁଁ ରୋଗୀ ମରିଯାଏ
Translation in other languages :
Meaning : ଗଳାରେ ଗଣ୍ଠି ହେବାର ଏକ ରୋଗ
Example :
ଡାକ୍ତର ଗଳଗଣ୍ଡର ଚିକିତ୍ସାପାଇଁ ଅପରେସନ କରିବାକୁ କହିଲେ
Translation in other languages :