Meaning : ଗର୍ବ ଦେଖାଇବା ବା ଅଭିମାନ ଦେଖାଇବା
Example :
ସେ ବହୁତ ଗର୍ବ କରେ
Synonyms : ଉଦ୍ଧତ ହେବା, ଘମଣ୍ଡ ହେବା
Translation in other languages :
Meaning : ଅଭିମାନରେ ଭରି ଯାଇଥିବା
Example :
ତାର ଟିକେ ପ୍ରଶଂସା ହେଲା ଏବଂ ସେ ଗର୍ବ କଲା
Synonyms : ଅଭିମାନ କରିବା
Translation in other languages :
अभिमान से भर जाना।
उसकी थोड़ी बड़ाई हुई और वह चढ़ गया।