Meaning : ହାତୀର ଗର୍ଜନ
Example :
ହାତୀଶାଳାରେ ବନ୍ଧା ହୋଇଥିବା ହାତୀମାନେ ଗର୍ଜନ କରୁଥିଲେ
Synonyms : ଦୀର୍ଘ ଚିତ୍କାର କରିବା
Translation in other languages :
Meaning : ସିଂହଆଦି ଜନ୍ତୁମାନେ ଘୋର ଶବ୍ଦ କରିବା
Example :
କିଛି ସମୟ ପୂର୍ବରୁ ସିଂହ ଏଠାରେ ଗର୍ଜନ କରୁଥିଲା
Synonyms : ଗରଜିବା, ହେଣ୍ଟାଳିବା
Translation in other languages :
सिंह, बाघ आदि जंतुओं का घोर शब्द करना।
कुछ देर पहले यहाँ सिंह गरज रहा था।Meaning : ସାପ ଫଁ ଫଁ କରିବା
Example :
ନାଗ ଫଣା ଟେକି ଫଁ ଫଁ ହେଲା
Synonyms : ଫଁ ଫଁ କରିବା, ଫଁ ଫଁ ହେବା, ଫୁତ୍କାର କରିବା, ଫୁଫୁକାର କରିବା
Translation in other languages :
Meaning : ଯୋରରେ କହିବା
Example :
ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
Synonyms : ଚିତ୍କାର କରିବା, ଚିଲ୍ଲାଇବା, ରଡ଼ି କରିବା
Translation in other languages :