Meaning : ଘୋର ଶବ୍ଦ କରିବା କ୍ରିୟା
Example :
ବାଦଲର ଗର୍ଜନ ଓ ବିଜୁଳିର ଚମକ ସହିତ ଭୟଙ୍କର ବର୍ଷା ହେଉଛି
Synonyms : ଘୋଷ
Translation in other languages :
Meaning : ଭୟଭୀତ କରିବାପାଇଁ ଜୋରରେ କରାଯାଉଥିବା ଶଦ୍ଦ
Example :
ଭୀମର ହୁଂକାର ଶୁଣି କୌରବମାନେ ଡରିଯାଉଥିଲେ
Synonyms : ହୁଂକାର
Translation in other languages :
Meaning : କୌଣସି ଶବ୍ଦ ବା କଥା ବାରଂବାର କହିବାର ପ୍ରକ୍ରିୟା ବା ଭାବ
Example :
ରଡ଼ିରେ କିଛି ଫାଇଦା ନାହିଁ! ତୁ ପିକ୍ନିକ୍ ଯାଇପାରିବୁ ନାହିଁ
Translation in other languages :