Meaning : ଆଠ ପ୍ରକାର ସିଦ୍ଧି ମଧ୍ୟରୁ ଗୋଟିଏ
Example :
ଗରିମାଦ୍ୱାରା ଶରୀରକୁ ଭାରି କରାଯାଇପାରେ
Translation in other languages :
Meaning : ମହତ୍ୱ ବଢ଼ିବାର ଭାବ
Example :
ଦେଶର ଗୌରବ ଦେଶବାସୀଙ୍କ ହାତରେ
Synonyms : ଗୌରବ, ବଡ଼ପଣ, ମର୍ଯ୍ୟାଦା, ମହାତ୍ମ୍ୟ, ମହିମା
Translation in other languages :
The quality of being magnificent or splendid or grand.
For magnificence and personal service there is the Queen's hotel.